ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ଅଡ଼ୁଆ ତୁଟିଲା

୮୦ମିଟର ଉଚ୍ଚ ଆଇକନିକ୍‌ ଟାୱାର ପାଇଁ ଅନୁମତି ଦେଲା ଏଏଆଇ,ଖୁବ୍‌ ଶୀଘ୍ର ଟେଣ୍ଡର୍‌ ଆହ୍ବାନ ଭୁବନେଶ୍ୱର : ‌ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ଥିବା ସବୁ ଅଡ଼ୁଆ ତୁଟିଛି। କରୋନା ପାଇଁ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନଥିବାବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ଖୁସି ଖବର ଆସିଛି। ଷ୍ଟେସନରେ ବିଡିଏ ପକ୍ଷରୁ ହେବାକୁ ଥିବା ୮୦ମିଟର ଉଚ୍ଚାର ଆଇକନିକ୍ ବିଲ୍‌ଡିଂ ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି … Continue reading ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ଅଡ଼ୁଆ ତୁଟିଲା